ନଦୀ ସୁନରେ ଭାସି ଯାଉଥିଲେ ବୃଦ୍ଧ...ଆଉ ଦେବଦୂତ ସାଜି ରକ୍ଷା କଲେ ଦୁଇ ଭଉଣୀ..ଆଉ ସେମାନେ ହେଲେ କେନ୍ଦ୍ରପଡ଼ା ଜିଲ୍ଲାର ଦୁଇ ଝିଅ ସୀମା ଓ ରିମା...ତେବେ ଏମାନଙ୍କ ଏଭଳି ସାହାସୀକତା କାର୍ଯ୍ୟ ପାଇଁ ପୁରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି.... #ArgusNews #ArgusOdia #Kendrapara #TwoSistersSaveALife