ସଂସ୍କୃତ ମହାବିଦୟାଳୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ
କଟକ ଜିଲ୍ଲା ମାହାଙ୍ଗା ବ୍ଲକର କଇଥା ପଞ୍ଚାୟତରେ ଥିବା ତ୍ରିନାଥପୁର ମିରାଦେବୀ ସଂସ୍କୃତ ମହାବିଦୟାଳୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି....
#ArgusNews #Odisha #Cuttack #SanskritCollege #Corruption
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app