ବଲାଙ୍ଗିରରେ ମାତିଲେ ଗଞ୍ଜେଇ ମାଫିଆ । ଖପ୍ରାଖୋଲ ବ୍ଳକର ମାଲପଡା ଗାଁ ନିକଟରେ ଥିବା ଏକ ପାଳଗଦା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପ୍ରାୟ 4କୁଇଣ୍ଟାଲ 68 କେଜିର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି ....
#ArgusNews #Balangir #CannabisSeized #GanzaMafia
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app