2019 ମସିହା ଡିସେମ୍ବର 8 ତାରିଖ... ଖୋର୍ଦ୍ଧା ବରୁଣେଇ ପାହାଡ ତଳେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର 200 କୋଟି ଟଙ୍କା ମଞ୍ଜୁର କରିଥିଲେ... ହେଲେ ଏଯାଏଁ ଜାଗା ଚିହ୍ନଟ କରି ଦେଇପାରୁନାହାଁନ୍ତି ରାଜ୍ୟ ସରକାର.....
#ArgusNews #Odisha #Khordha #Barunei_Pahad #Smaraki