#ଏସସିବିରେ_ଓପନ_ହାର୍ଟ_ସର୍ଜରୀ_ବନ୍ଦ
ଏସସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ଫାଟିଗଲା ପାଇପ । ଅପରେସନ ହେବାକୁ ଥିବା ରୋଗୀ କେବେ ଅପରେସନ ହେବେ ସେ ନେଇ ଏବେ ଚିନ୍ତାରେ ରୋଗୀଙ୍କ ସମ୍ପର୍କୀୟ....
#ArgusNews #Odisha #Cuttack #SCB_Hospital #Cardiothoracic_Department