ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଗଲା । କିନ୍ତୁ ଆଜି ବି ଅନେକଙ୍କ ପାଖେ ବିକାଶ ଅପହଞ୍ଚ । ଯାତାୟତ ସୁବିଧା ନଥିବାବେଳେ ନଦୀ ପାର୍ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ସମାଧାନର ବାଟ କାଢୁନି ପ୍ରଶାସନ ...
#ArgusNews #Odisha #Roadproblem #TravelIssue #Koraput #Nandapur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app