ଗ୍ରୀଷ୍ମର ପ୍ରକୋପ ବଢୁଥିବାବେଳେ ବଢୁଛି ଜଳ କଷ୍ଟ । ପାଣି ପାଇଁ ରାଜ୍ୟର ଅନେକ ସ୍ଥାନରେ ଦୟନୀୟ ସ୍ଥିତି । କେଉଁଠି ଝରଣା, ଚୁଆ ଲୋକଙ୍କ ଭରସା ତ କେଉଁଠି ନୂଳକୂପ ଥାଇ ବି ବାହାରୁନି ପାଣି । ଖରା କଷ୍ଟକୁ ଟୋପାଏ ଜଳ ପାଇଁ ଡହଳ ବିକଳ ଲୋକେ...
#ArgusNews #Odisha #Jajpur #Korei #Water_Problem #Special_Story