ଶତ ପ୍ରତିଶତ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ମୁଣ୍ଡ ଉପରେ ଖସି ପଡିଛି ଦୁଃଖର ପାହାଡ଼। କୋଳକୁ ଆସିଥିବା କୁନି ଝିଅର ଆଖିରେ ଦୁନିଆ ଦେଖିବାର ସ୍ବପ୍ନ ଦେଖୁ ଦେଖୁ ଛିଡି ଯାଇଛି ସୁଖର ଲଟା । ଝିଅକୁ ଭଲ କରିବା ପାଇଁ ଦିନରାତି ଏକା କରିଦେଇଥିବା ଏହି ଦମ୍ପତ୍ତି ଏବେ ସରକାରୀ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି...
#ArgusNews #Odisha #Visual_impairment #Blindness #GoodNews #HelpingHand