ଛତୁ କେବେ ତୁଚ୍ଛ ନୁହଁ । ଏହାର ରହିଛି ଢେର ଚାହିଦା । ନୂଆପଡାର ଜଣେ ମାଟ୍ରିକ ପଢିଥିବା ଝିଅ ଛତୁ ଚାଷ କରି ୧୬ ଜଣଙ୍କୁ ନିଯୁକ୍ତି ଦେବା ସହିତ ବାର୍ଷିକ ସାଢେ ଚାରି ଲକ୍ଷ ଟଙ୍କାର ରୋଜଗାର କରିପାରୁଛନ୍ତି । ନିଜର ଦୁଇଭାଇଙ୍କୁ ଦେଇପାରିଛନ୍ତି ଜୀବିକା । କେବଳ କୋମନା ବ୍ଲକର ୧୦୦ ଜଣ ଚାଷୀଙ୍କୁ ଟ୍ରେନିଂ ଦେବା ସହିତ ସେମାନଙ୍କ ଜୀବିକାକୁ ସଜାଡି ଦେଇଛନ୍ତି ଏହି ଯୁବତୀ କାବ୍ୟ ରାଣୀ ସାହୁ ...
#ArgusNews #nuapada #mushrooms
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app