ମଣ୍ଡି କଷଣକୁ ବଳିଯାଇଛି ଅଦିନିଆ ବର୍ଷା ମାଡ । ମିଲରଙ୍କ କଟନି ଛଟନି ସହ ଟୋକନ ଅବ୍ୟବସ୍ଥା ନେଇ ହଇରାଣ ହେଉଥିବା ଚାଷୀଙ୍କ ସମସ୍ୟା ବଢାଇଛି ବର୍ଷା । ରାଜ୍ୟର ବିଭିନ୍ନ ମଣ୍ଡିରେ ଓଦା ହୋଇ ନଷ୍ଟ ହୋଇଛି ହଜାର ହଜାର ବସ୍ତା ଧାନ । ସେପଟେ ତୃତୀୟ ଦିନରେ ବି ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା ...
#ArgusNews #DhanaMandi #Assembly
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app