ଓଡ଼ିଶା ତାଳ ଗଛ ଉପରେ ତାମିଲନାଡୁର ଆଖି ।ତାଳଗଛ କାଟି ନେଇଯାଉଛନ୍ତି ତାମିଲନାଡୁ ବ୍ୟବସାୟୀ ।ବଜ୍ରାଘାତ ନେଇ ରାଜ୍ୟକୁ ମାଡି ଆସୁଛି ବଡ ବିପଦ । ଓଡ଼ିଶାର ତାଳଗଛକୁ ନେଇ ତାମିଲନାଡୁ ବ୍ୟବସାୟୀଙ୍କ ବଡ ଷଡ଼ଯନ୍ତ୍ର । ସରକାରୀ ହେଉ କି ବେସରକାରୀ ଜାଗା ଯେଉଁଠି ତାଳଗଛ ଦେଖିଲେ କରୁଛନ୍ତି ମୂଲଚାଲ୍ ।ତାମିଲନାଡୁକୁ ଚାଲାଣ ହେଉଛି ଓଡ଼ିଶାର ତାଳଗଛ ....
#ArgusNews #Odisha #TamilNadu #plamtrees
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app