ବଲାଙ୍ଗୀର ଦେଓଗା ବ୍ଲକ ଗାଇବାହାଲର ଜୁଲ୍ଲାକାନୀ ଗାଁର ଅନନ୍ତ ବରୁଆ । ବିଟେକ ପାସ କରି ଚେନ୍ନାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ଅନନ୍ତ । କିନ୍ତୁ କରୋନା ଯୋଗୁଁ ଚାକିରି ହରାଇ ଏବେ ଗାଁରେ କରୁଛନ୍ତି ଦିନ ମଜୁରିଆ କାମ...
#ArgusNews #Odisha #Bolangir #B_Tech_Engineer