ରାଜଧାନୀ ବହୁ ଚର୍ଚ୍ଚିତ ତିନି ଛୁଆଙ୍କୁ ବିଷ ଦେବା ଘଟଣାରେ ସପ୍ତାହେ ପରେ ତତ୍ପରତା ଦେଖାଇଛନ୍ତି ଶିଶୁ ଅଧିକାର ଆୟୋଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଚନ୍ଦକା ଥାନା ଆଇ ଆଇସି ଓ ଶିଶୁ ଭବନ ମେଡିକାଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସେପଟେ ଅଢ଼େଇ ବର୍ଷର ଶିଶୁ କନ୍ୟା ଏବେ ବି ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ କାହା ପାଖରେ ରହିବ ଓ କେମିତି ବଞ୍ଚିବ ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ....
#ArgusNews #Odisha #Bhubanesawr #Mother #Killed #Son