ଓଡିଶାରେ ଆକ୍ସନ କମ୍ ରିଆକ୍ସନ ଅଧିକ
ଆନ୍ଧ୍ର ଆସି ଆମ ମାଟିରେ ନିର୍ବାଚନ କରିଦେଉଛି କିନ୍ତୁ ଲଜ୍ୟାର ବିଷୟ ଓଡିଶାରେ ଏହାର ପ୍ରତିବାଦ ଦେଖିବାକୁ ମିଳୁନାହିଁ ବୋଲି ପ୍ରତିକ୍ରିୟା ରଖିଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା.....
#ArgusNews #Odisha #Kotia #Prasnakala
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app