ଭଦ୍ରଖ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡା ବରଣ୍ଡୁଆ ଗାଁର ୬୨ ବର୍ଷ ବୟସ୍କ ନାରାୟଣ ପଣ୍ଡା ଚାଷରେ ସୃଷ୍ଟି କରିଛନ୍ତି ନିଆରା ନଜିର। ସମନ୍ବିତ ଚାଷ କେବଳ ତାଙ୍କ ଅର୍ଥନୀତିକୁ ସୁଦୃଢ କରିନାହିଁ ବରଂ ଆଖପାଖ ଅଞ୍ଚଳରେ ଏକ ଅଗ୍ରଣୀ ଚାଷୀ ଭାବେ ଦେଇଛି ନିଆରା ପ୍ରତିଷ୍ଠା...
#ArgusNews #Odisha #Bhadrak #Good_News #Organic_farming #Natural_Farming #Intigrated_Farming