ଜାତୀୟ ସ୍ତରରେ କମାଲ ଦେଖାଇବେ ଓଡିଆ ଝିଅ । ମିସେସ ଓଡିଶା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପରେ ଏବେ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଦେଖାଇବେ କମାଲ୍ । ତାଙ୍କ ଏହି ସଫଳତା ପାଇଁ ପରିବାରରେ ଖୁସିର ମାହୋଲ । ସେପଟେ ସ୍ୱାମୀ କହିଛନ୍ତି ନାରୀମାନେ କେବଳ ଘରର ଗୃହିଣୀ ନୁହନ୍ତି, ତାଙ୍କ ପ୍ରତିଭା ଚିହ୍ନିବା ଆବଶ୍ୟକ....
#ArgusNews #Odisha #Cuttack #Misses_Odisha #Winner