ପୁଣି ବନ୍ଦ ହେବ କି ଜଗା ଦର୍ଶନ ?
କୋରୋନାର ସେକେଣ୍ଡ ଷ୍ଟ୍ରେନକୁ ନେଇ ବଢୁଛି ଭୟ । ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କୁ ଚିଠି ପରେ ଆଶା ଆଶଙ୍କାରେ ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ । ସେବାୟତଙ୍କୁ ଭ୍ୟାକ୍ସିନେସେନ କରାଯାଇନଥିବାବେଳେ କୋଭିଡ ଏସଓପି ପାଳନ କରାଯାଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସେବାୟତମାନଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି ଉପସ୍ଥାପନ କରାଯାଇଛି.....
#ArgusNews #Odisha #Puri #Jagannath_Darshan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app