ବିଏମସି ତରଫରୁ କରୋନା ପାଇଁ ଅନେକ ଗୁଡିଏ ଷ୍ଟେପ ନିଆଯାଉଛି। ହଷ୍ଟେଲ, ସ୍କୁଲ, ମଲ୍ ରେ ଏନଫୋର୍ସମେଣ୍ଟ ପ୍ରତିଦିନ ଜାରି ରହିଛି । ଆଜିଠାରୁ ୧୦ ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି ଏ ନେଇ ସୂଚନା ଦେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ...
#ArgusNews #Odisha #Bhubaneswar #BMC #Corona #CoronaGuidelines