ଘରୋଇ କଳିକୁ ନେଇ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଫଳରେ 3 ଜଣ ମହିଳା ଆହତ ହୋଇଛନ୍ତି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇ ମାମଲା ମଧ୍ୟ ରୁଜୁ ହୋଇଥିବା ସୂଚନା ମିଳିଛି....
#ArgusNews #ArgusUpdate #Odisha #Sambalpur #Clashes #two_groups