ପିହୁ ନିଖୋଜ ଘଟଣାକୁ ୭ ମାସ ବିତିବାକୁ ବସିଥିବା ବେଳେ ପୋଲିସ କିନ୍ତୁ ପିହୁକୁ ଖୋଜି ପାଇବାରେ ବିଫଳ । ସେପଟେ ପୋଲିସ ପଚରାଉଚୁରା କରୁଥିବା ସନ୍ଦିଗ୍ଧ ଏବେ ପିହୁ ପରିବାରଙ୍କୁ ଦେଲେଣି ଧମକ । ତେବେ ଏ ନେଇ ପିହୁଙ୍କା ମା ବିଞ୍ଝାରପୁର ପୋଲିସକୁ ଅବଗତ କରାଇ ଥିଲେ ମଧ୍ୟ ପୋଲିସ ଧମକ ଦେଉଥିବା ଲୋକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ .....
#ArgusNews #PihumissingIssue #ChildmissingIssue #Jajpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app