କୋଭିଡ଼ କଟକଣାରେ ଘରୋଇ ହସ୍ପିଟାଲର ଜୁଲମ... ବିଲ୍ ନାଁରେ ହଜାର ହଜାର ଟଙ୍କା ଠକୁଥିବା ଅଭିଯୋଗ..ସରକାରୀ ଗାଇଡ଼ ଲାଇନରେ କରୁଛନ୍ତି ଉଂଲଘନ... ସାମ୍ନାକୁ ଆସିଲା ଆପୋଲ ହସ୍ପିଟାଲର କେଳେଙ୍କାରୀ ଶୁଣନ୍ତୁ ଏନେଇ କଣ କହୁଛନ୍ତି OMSA ପୂର୍ବତନ ସଭାପତି ମଧୁସୂଦନ ମିଶ୍ର...
#ArgusNews #Odisha #Bhubaneswar #Apollo_Hospital #OMSA #Madhusudan_Mishra