#ଡବଲ_ମାସ୍କ_ବଂଚିବାର_ଡବଲ_ଗ୍ୟାରେଂଟି
ନୂତନ ଅଧ୍ୟୟନ ସ୍ଥିର କରିଛି ଯେ ଡବଲ୍ ମାସ୍କ ଏହି ରୋଗର ବିସ୍ତାରରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ...ଭିଡ ଯାଗାରେ ଡବଲ ମାସ୍କ କାମ ଦେବ...୨ଟି ମାସ୍କ ପିନ୍ଧିଲେ ପାଟି ନାକ ୬ଟି ଲେୟାର ବିଶିଷ୍ଟ ସ୍ତର ହୋଇଥାଏ ଯାହାଦ୍ୱାରା ପାଟି ଓ ନାକ ଭିତରେ ଯିବା କଷ୍ଟ...
#ArgusNews #Odisha #DoubleMask #Corona