#ପ୍ରଥମରୁ_ନବମ_ବିନା_ପରୀକ୍ଷାରେ_ପାସ...
କରୋନା କାଳରେ ସରକାରଙ୍କ ଘୋଷଣା...କିନ୍ତୁ ଏବେବି ଦ୍ଵନ୍ଦରେ ପଞ୍ଚମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ...ଉପର ଶ୍ରେଣୀରେ ନାମଲେଖା ନେଇ ଦ୍ବନ୍ଦ...ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିବାକୁ ଅଭିଭାବକ ମହଲରେ ଦାବି...
#ArgusNews #Odisha #Covid19 #education #schooladmission