ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ 16 ନମ୍ବର ୱାର୍ଡ କରାବାଙ୍କ କଲୋନୀରେ ଉତ୍କଟ ପାନୀୟ ଜଳ ସମସ୍ୟା । ବର୍ଷେ ହେଲା ଆସୁନି ସପ୍ଲାଇ ପାଣି । ଅନ୍ୟପକ୍ଷରେ ପାଣି ପାଇଁ ଟିକସ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ବାଲଟି, ଗରା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ କରିଛନ୍ତି ...
#ArgusNews #Rayagada #Gunupur #drinkingwater
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app