ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହୋଇଛି ବେଦାନ୍ତର ଜନଶୁଣାଣି । ଯେଉଁଥିପାଇଁ ପୂରା ପ୍ରଶାସନ ବି ପ୍ରସ୍ତୁତ ଥିଲା । ଅପରାହ୍ନରେ ହାଇକୋର୍ଟରେ କମ୍ପାନୀ ପକ୍ଷରୁ ଦାଖଲ ହୋଇଥିବା ରିଭ୍ୟୁ ପିଟିସିନ୍ ରାୟ ଆସିବା ପରେ ପୂର୍ବରୁ ସବୁକିଛି ପ୍ରସ୍ତୁତ କରି ରଖିଥିଲା କମ୍ପାନୀ ...
#ArgusNews #Vedanta_Issue #HighCourt