ସଙ୍କଟରେ ବାଉଁଶ କାରିଗର । ବାଉଁଶକଟା ଗାଁରେ କୂଳବେଉସାରୁ ମୁହଁ ଫେରାଉଛନ୍ତି କାରିଗର । ନା ମିଳୁଛି ପ୍ରୋତ୍ସାହନ, ନା ଅନୁଦାନ । ଯାହାକୁ ନେଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କାରିଗର ।.... ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିବାଡି ପଞ୍ଚାୟତର ବାଉଁଶକଟା ଗାଁ । ବର୍ଷ ବର୍ଷ ଧରି ଏହି ଗାଁରେ ବସବାସ କରୁଛନ୍ତି 25ଟି ପରିବାର, ଯେଉଁମାନେ କି ବାଉଁଶରୁ ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରି ପେଟପାଟଣା କରିଥାନ୍ତି
#ArgusNews #Odisha #Ganjam #bamboo
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍