ଲାଖ ଚାଷ କରିଛି ଲାଭବାନ...ଆଉ ଏହି ଲାଖ ଚାଷ କରି ଲାଭବାନ ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ...ସରକାରୀ ପ୍ରୋତ୍ସାହନ ପାଇ ଏହାକୁ ଚାଷ କରି ସେମାନେ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି...
#ArgusNews #Mayurbhanj #Karanjia #Lakha_Chasa
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app