ଶୁଖୁଛି ମହାନଦୀର ଜଳସ୍ତର । ଅନିଶ୍ଚିତତାରେ BARFI ପ୍ରକଳ୍ପର ଭାଗ୍ୟ । କଟକ ଜିଲ୍ଲାପାଳ ଏବଂ ସିଏମସି କମିଶନରଙ୍କ ସହ ପ୍ରକଳ୍ପ ଅନୁଧ୍ୟାନ କଲା NGT ପ୍ରତିନିଧି ଦଳ । ଅନ୍ୟପଟେ ଆସନ୍ତା ଭବିଷ୍ୟତରେ ଏହି ପ୍ରକଳ୍ପ କଟକ ସହର ପାଇଁ ବିପଦ ବୋଲି ଆବେଦନକାରୀଙ୍କ ଅଭିଯୋଗ...
#ArgusNews #Odisha #Mahandi_River #BARFI