ବୁଦ୍ଧଲିଙ୍ଗ-ରମ୍ଭାପୁର ମାମୁଁ ଭଣଜା ଘାଇକୁ ନେଇ ଏବେ କାଠଗଡାରେ ପ୍ରଶାସନ । ଘାଇ ମନୁଷ୍ୟକୃତ ବୋଲି ପ୍ରଶାସନିକ ସ୍ତରରେ ସ୍ୱୀକାର କରିଥିବା ବେଳେ କିଏ ସେହି ମଣିଷ ତାଙ୍କୁ ଏଯାଏଁ ଚିହ୍ନଟ କରାଯାଇପାରିଲା ନାହିଁ । ଅନ୍ୟପକ୍ଷରେ ଡିନାମାଇଟ ଭଳି ବିସ୍ପୋରକ ସାମଗ୍ରୀ ଲଗାଇ ଘାଇ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଛି କୋହଳ ଦଫା....ଘଟଣାକୁ ପାଖାପାଖି ମାସେ ବିତିବାକୁ ବସିଥିବା ବେଳେ ଏଯାଏଁ ହୋଇପାରିନି ଘାଇ ମରାମତି....
#ArgusNews #Odisha #Jajpur #Brudhalinga #Ramapur_Ghai