କରୋନା ବେଳେ କେନ୍ଦ୍ର ଦେଉଥିବା ସହାୟତାକୁ ବାଣ୍ଟିପାରିନାହାଁନ୍ତି ରାଜ୍ୟ ସରକାର । ପୂର୍ବରୁ ଗରିବଙ୍କ ପାଇଁ ଆସିଥିବା 55 କୋଟି ଟଙ୍କା ଫେରାଇବାକୁ ଚିଠି ଲେଖିଥିବା ବେଳେ ଏବେ ବାଣ୍ଟିପାରି ନଥିବା ଡାଲିକୁ କଣ କରିବେ କେନ୍ଦ୍ରକୁ ପଚାରିଛନ୍ତି ରାଜ୍ୟ ସରକାର ...
#ArgusNews #Central_Assistance #Covid
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app