ବର୍ଷ ତମାମ ବିଲରେ ଝାଳ ବୁହାଇ ଚାଷ କରିଥିଲେ । ହେଲେ ପ୍ରଥମେ କରୋନା ମାଡ ଆଉ ଏବେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା.. ଲଘୁଚାପଜନିତ ବର୍ଷାରେ ଏକର ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି.. ଆଉ ନିଜର ଅମଳକୁ ଆଖି ସାମ୍ନାରେ ନଷ୍ଟ ହେଉଥିବାର ଦେଖି ଚାଷୀ ଆଖିରୁ ଲୁହ ଝରୁଛି..
#ArgusNews #Mayurbhanj #Udala #Flood #Farmer