ମଣ୍ଡିରୁ ଉଠୁନି ଧାନ । ଦିନରାତି ପରିଶ୍ରମ କରି ସୁନାର ଫସଲ ଫଳାଇଥିଲା ଚାଷୀ । କିନ୍ତୁ ଟୋକନ ଅବଧି ସରିଯାଇଥିବାରୁ ଜଗତସିଂହପୁରର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ପ୍ରାୟ 7ହଜାର ଚାଷୀଙ୍କ ଧାନ ବିକ୍ରି ନହୋଇ ପଡିରହିଛି...
#ArgusNews #Odisha #Jagatsinghpur #Kisan #Farmer #FarmerIssue #DhanaMandi