ଆରମ୍ଭ ହୋଇଯାଇଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦଣ୍ଡଯାତ୍ରା । ଢୋଲ ଝାଞ୍ଜ ଆଉ ଘଣ୍ଟ ମହୁରୀ ନିନାଦରେ ପ୍ରକମ୍ପିତ ହେଉଛି ଗଂଜାମ । ସୃଷ୍ଟିହୋଇଛି ଆଧ୍ୟତ୍ମିକ ପରିବେଶ । କୋଉଠି ୧୩ ଦିନତ କୋଉଠି ୨୧ ଦିନର ଏହି କଠିନ ଦଣ୍ଡଯାତ୍ରାରେ ଚାଲିଛି ରୁଦ୍ରକାଳୀଙ୍କ ଉପାସନା । କରୋନାର ଭୟ ଭିତରେ ଦଣ୍ଡୁଆ ଆଉ ଶ୍ରଦ୍ଧାଳୁ ମାନେ କଳାରୁଦ୍ର ମଣିଙ୍କ ଆରାଧନାରେ ମଗ୍ନ । ଦକ୍ଷିଣ ଓଡ଼ିଶାର ନିଆରା ଏହି ଆଧ୍ୟାତ୍ମିକ ମହାକୁଂଭକୁ ନେଇ ଦେଖନ୍ତୁ ଏ ସ୍ୱତନ୍ତ୍ର ରିପୋର୍ଟ....
#ArgusNews #Odisha #Berhampur #Danda_Jatra #Good_News