ଇଶ୍ବରଙ୍କ ଆଇଏସଆଇ ଲିଙ୍କ୍ ସାବ୍ୟସ୍ତ। ଦେଶଦ୍ରୋହ ଅପରାଧରେ ଦୋଷୀ । 66 ସେକେଣ୍ଡର କଥାବାର୍ତ୍ତା
ହେଲା ବଳିଷ୍ଠ ପ୍ରମାଣ। ଏବେ ଜେଲର ଚାରିକାନ୍ଥ ଭିତରେ କଟିବ ଜୀବନ ।ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଓ ସିକ୍ରେଟ ତଥ୍ୟ । ISI କୁ ଚାନ୍ଦିପୁର ଆଇଟିଆରର ତଥ୍ୟ ଦେଉଥିଲା...
#ArgusNews #Odisha #ISI #Paksitan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app