ବିଳମ୍ବିତ ରାତିରେ କୂଅରେ ପଡିଥିବା ଛୁଆ ହାତକୁ ଉଦ୍ଧାର କରିଛି ବନବିଭାଗ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଗାଁରେ ହାତୀପଲ ଧାନ ଫସଲ ଖାଇବାକୁ ଆସିଥିଲେ।ସେମାନଙ୍କ ମଧ୍ୟରୁ ଗୋଟିଏ ଛୋଟ ମାଈ ହାତୀ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା ।#ArgusNews #ArgusOdisha #ArgusOdia #ArgusUpdate #Elephant