ଅଡ଼ୁଆରେ ପଡ଼ିଗଲେ ବିଜେଡି ବିଧାୟକ । ପ୍ରଶ୍ନବାଣ ସହ ଘେରିଗଲେ ଗ୍ରାମବାସୀ । ଉଳୁଥୁ ଗାଁରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ହଟ୍ଟହଟ୍ଟା । ନିଜ ପସନ୍ଦର ଗାଁକୁ ପାନୀୟ ଜଳ ପ୍ରକଳ୍ପ ଉଠାଇ ନେଇଥିବା ଅଭିଯୋଗକୁ ନେଇ ଉତ୍ତେଜନା.....
#ArgusNews #UpdateNews #Anugul #Athamalik #WaterProjectFailed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app