#ଅର୍ଗସର_ମହାପ୍ରଭାବ।
ଖବର ପ୍ରସାରଣ ପରେ ଚେତିଲେ ସରକାର...ଧାର୍ଯ୍ୟ ହେଲା ଆମ୍ବୁଲାନ୍ସ ଦର। 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗାଡି ଓମିନି, ମ୍ୟାଜିକ,ଇକୋ ଭଳି ଗାଡିରେ ସାଧାରଣ ଆମ୍ବୁଲାନ୍ସ ପାଇଁ 750 ଟଙ୍କା...
#ArgusNews #Odisha #ArgusTV #NewsChannel #Satelite #Ambulance_Rate #Odisha_Govt