ଦିଦିଙ୍କ ଦରମା 7 ହଜାର 500 । କିନ୍ତୁ ଘରେ କୋଟି କୋଟି ଟଙ୍କାର ସମ୍ପତ୍ତି । ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି ଦିଦି ଗିରଫ । ଇଏ ହେଉଛନ୍ତି ସେହି ଅଙ୍ଗନୱାଡି ଦିଦି ନମିତା ଦଳାଇ । ଯାହାଙ୍କ ସମ୍ପତ୍ତି ତାଲିକା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ଭିଜିଲାନ୍ସ ଟିମ୍.....
#ArgusNews #Odisha #Puri #Brahmapur #Vigilance
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app