ସୁନ୍ଦରଗଡରେ ହାଜତ ମୃତ୍ୟୁ । ବୀରମିତ୍ରପୁର ଥାନାରେ ଏକ ଅପହରଣ ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ ହେବା ପରେ ଥାନା ଆଗରେ ଜୋରଦାର ହୋଇଥିଲା ପ୍ରତିବାଦ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି....
#ArgusNews #Odisha #Sundargarh #Birmitrapur #Death_Issue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2