ପୋଲିସ ଫାଣ୍ଡି ନିକଟରୁ ଦୁଇ ନବଜାତଙ୍କ ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ନିକଟରେ । ଯେଉଁଠି କୌଣସି ସକାଳୁ ମୃତଦେହ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ...
#ArgusNews #Odisha #Death #DeadbodyFound #Anugul