ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ । ଏହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଜଳ ଯନ୍ତ୍ରଣାର ଶିକାର ହେଉଛନ୍ତି ରାଜଧାନୀବାସୀ । ଦିନରେ ଗ୍ରୀଷ୍ମର ପ୍ରକୋପ ଅନ୍ୟ ଜଳ କଷ୍ଟ । ସତେ ଯେମିତି ବୋଝ ଉପରେ ନଳିତା ବିଡ଼ା...
#ArgusNews #Odisha #Bhubaneswar #Water_Problem #Amrut_Yojona