ମଣ୍ଡି ସମସ୍ୟା ନେଇ ତାତିଲେ ଚାଷୀ । ଝାରସୁଗୁଡାରେ ଶହଶହ ଚାଷୀ ଧାନ ଉଠାଇବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏପଟେ ବରଗଡରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଣ୍ଡିରୁ ଧାନ ଉଠାଇବା ଦାବିରେ ଦୀର୍ଘ 13ଦିନ ହେଲା ଧାରଣା ଦେଇଥିବା ବେଳେଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି...
#ArgusNews #Odisha #Mandi_Issue #Protest