ମକା ଚାଷୀଙ୍କୁ ଧୋକା । ଚାଷୀଙ୍କୁ ପଇସା ଦେବାକୁ କହି ଶହ ଶହ କ୍ଵିଣ୍ଟାଲ ମକା ନେଇ ଫେରାର ମାରିଲେ ଦଲାଲ । ପଇସା ଦେବା ତ ଦୂରର କଥା ଦଲାଲଙ୍କ ଦେଖା ନାହିଁ । ଫୋନ୍ କଲେ ବି କଲ୍ ଲାଗୁନାହିଁ । ଦେଢ଼ ମାସ ହେବ ମକା ନେଇ ଫେରାର ଦଲାଲ...
#ArgusNews #Odisha #Nuapada #Maka #Dalal