ଜିଲ୍ଲାରେ ପହଞ୍ଚି ସାରିଛି କରୋନା ଭ୍ୟାକସିନ । ଅନୁଗୋଳ ଜିଲ୍ଲାରେ ମୂଖ୍ୟ ଚିକିତ୍ସାଳୟରେ ଏବେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛି । ଫଳରେ ବର୍ଷେ ହେଲା ମହାସଙ୍କଟ ସୃଷ୍ଟି କରିଥିବା ଏହି ମହାମାରୀର କୋପ ଏଣିକି ହ୍ରାସ ପାଇବ ବୋଲି ସାଧାରଣରେ ଅନୁମାନ କରାଯାଉଛି ...
#ArgusNews #Angul #Chendipada #CoranaVaccine
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app