ନନ୍ଦିଗ୍ରାମ ସହ ଧୋକା କରିଛନ୍ତି ଦିଦି ...ବେଙ୍ଗଲରେ 200ରୁ ଅଧିକ ସିଟ୍ ଜିତିବ ବିଜେପି..। ଟିଏମସିର ସମର୍ଥନ ନ କରିବାରୁ ବିଜେପି କର୍ମୀଙ୍କର ହତ୍ୟା କରାଯାଉଛି..ବେଙ୍ଗଲ ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ...
#ArgusNews #DharmendraPradhan #BJP #BJP4IND #TMC #Nandigram