#ସୁବର୍ଣ୍ଣପୁର_ଜିଲ୍ଲା_ଏନଏଚଏମ_ଆକାଉଣ୍ଟରୁ_ଟଙ୍କା_ହେରଫେର୍
ଏନଏଚଏମ ଆକାଉଣ୍ଟରୁ ୫କୋଟି୧ଲକ୍ଷ ୫୦ ହଜାର ଗାୟବ...ହିସାବ ପାଉନି ସ୍ୱାସ୍ଥ୍ୟ ବିଭାଗ...ବେନାମୀ ଆକାଉଣ୍ଟକୁ ହୋଇଛି ଟଙ୍କା ଟ୍ରାନ୍ସଫର... ମାସିକିଆ ଆକାଉଣ୍ଟ ଷ୍ଟେଟମେଣ୍ଟରୁ ମିଳିଲା ତଥ୍ୟ...ଟଙ୍କା ଗାୟବ ନେଇ ସ୍ୱାସ୍ଥ୍ୟବିଭାଗର ଲିଖିତ ଅଭିଯୋଗ...
#ArgusNews #Odisha #Subarnapur #ATM #Moneylaundering