ଆବାସ ଯୋଜନାରେ ମହାଘୋଟାଲା
ବାରମ୍ବାର ଅଭିଯୋଗ ପରେ ବି ଥମୁନି ଆବାସ କେଳେଙ୍କାରୀ । ସରକାରୀ ଅଧିକାରୀଙ୍କ ମିଲି ଭଗତରେ ଚାଲିଛି ଗରିବଙ୍କ ଟଙ୍କା ଲୁଟ୍ । କେଉଁଠି ଅଯୋଗ୍ୟ ଘର ହାତଉଛନ୍ତି ତ କେଉଁଠି ହିତାଧିକାରୀଙ୍କ ଟଙ୍କା ଉଠାଇ ନେଇଛନ୍ତି ଆଉ କିଏ ?....
#ArgusNews #Odisha #AbasYojana #Jagatsinghpur #Cuttack