କ୍ୟାମେରା କଏଦ ହେଲା ମୃତ୍ୟୁର ଲାଇଭ ଦୃଶ୍ୟ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟରଫଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଗାଧୋଇବା ସମୟରେ ପଥରରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି.....
#ArgusNews #Odisha #Malkangiri #Live_Death