କାଠ କଳାରେ ପାରଦର୍ଶିତା ଦେଖାଉଛନ୍ତି ଜଣେ ଦିବ୍ୟାଙ୍ଗ
କଠିନ କାଠ ଉପରେ ଚିତ୍ର ଖୋଦେଇ ଦ୍ୱାରା ସେ ସୃଷ୍ଟିକରୁଛନ୍ତି ବିସ୍ମୟ ।ଏହାକୁ ଜୀବିକାର ମାଧ୍ୟମ କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରୁଛନ୍ତି । ପ୍ରତିକୂଳ ପରିସ୍ଥିତି ସିନା ତାଙ୍କର ଛଡାଇ ନେଇଥିଲା ବହି ବସ୍ତାନି । ହେଲେ ନିଜର ନିଷ୍ଠାପର ଉଦ୍ୟମ ଓ ଆତ୍ମବିଶ୍ୱାସ ତାଙ୍କୁ ସ୍ୱାବଲମ୍ବୀ କରାଇଛି । ନିଜଗୋଡ଼ରେ ନିଜେ ଠିଆ ହୋଇ ଦି ପଇସା ରୋଜଗାର କରି ସଂଘର୍ଷରୁ ସଫଳତା ପାଇଥିବା ଏହି ଯୁବକ ଜଣକ ହେଉଛନ୍ତି ବାଘମାରି ଅଟ୍ରି ଗ୍ରାମର ଅନୀଲ ଛୋଟରାୟ......
#ArgusNews #Odisha #Khordha #Handicapped #YoungBoy #WoodArt
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍