ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ କୋଲ ସ୍କାମ ଅଡ଼ୁଆ । ଦିଲ୍ଲୀପ ରାୟଙ୍କ ବିରୋଧରେ ସଜା ଶୁଣାଇଲେ ସିବିଆଇ କୋର୍ଟ । 21 ବର୍ଷ ପୁରୁଣା କେସକୁ ନେଇ ରାୟ । 3 ବର୍ଷ ଜେଲ ସହ 10 ଲକ୍ଷ ଜୋରିମାନାର ଦଣ୍ଡାଦେଶ । ସେପଟେ ଶୁଣାଣିର ପରେ ଦିଲୀପଙ୍କୁ ବେଲ ଦେଇଛି ସାମାନ୍ୟ ଆଶ୍ବସ୍ତି ....
#ArgusNews #DilipRay #Coal_Scam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2